Test Index
OTET Paper 2 Math and Science 1 Jul 2023 Paper
Show Para
Question Numbers: 51-55 ନିମ୍ନ ପ୍ରଦତ୍ତ କବିତାଂଶଟି ପାଠ କରି ତଳେ ଦିଆଯାଇଥିବା ପ୍ରଶ୍ନ ଗୁଡ଼ିକର ଉତ୍ତର ଲେଖ।କିଆ, କେତକୀ ବନ, ବେତସ କୁଞ୍ଜ ଘେନମୋ' ତୀରେ ଶୂନ୍ୟ ଆଜି, ସିନ୍ଧୁ ଗୋ,କାହିଁ ବିହଗ ଗାନ କୋକିଳ କୁହୁ ତାନଯହୁଁ ଝରଇ ମଧୁ ବିନ୍ଦୁ ଗୋ।ଶୁଣି ତଟିନୀ ବାଣୀ ବକ୍ଷକୁ ନେଇ ଟାଣିକହିଲା ସିନ୍ଧୁ, "ଗିରି କନ୍ୟା ଗୋ,ଲଭି ଈଶ୍ବର କୃପା ତୁ ଅଟୁ ମାତୃ ରୂପାତୁହି ତ ଜଗତରେ ଧନ୍ୟା ଗୋ।”ମାନବ ମହାବଳୀ ପ୍ରକୃତି ପାଦେ ଦୋଳିନ ମାନି ବିଧତାର ନିୟମ,କରୁଛି ଆଜି ଯାହା କାହିଁ ତା' ପାଇଁ ରାହାଲଭିବ ଦିନେ ଫଳ ଚରମ।ଗାଇ କର୍ମର ଜୟ ଦେଇ ଅମୃତ ପୟପୋଷୁଛୁ କୋଟି ଜନ ପରାଣୀ,ଝରୁଛୁ ଝରୁଥୁବୁ ପରାଣ ଭରୁଥୁବୁତୁହିଁ ତ ଜଗତର କଲ୍ୟାଣୀ ।
Go to Question: