Test Index
OTET Paper 1 Exam 1 Jul 2023 Paper
Show Para
Question Numbers: 56-60 କବିତାଟିକୁ ପଢ଼ି ନଂ 56 ରୁ 60 ପର୍ଯ୍ୟନ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ :ତରୁଣ-ଅରୁଣ-କାନ୍ତି ପ୍ରାଚୀ ଦିଗ୍ବଳୟତମସାକୁ ଭେଦ କରି ହେଲା ଉଦ୍ଭାସିତ,ଉତ୍ତରଳ-ଜଳଧର, ଉତ୍ତାଳ ତରଙ୍ଗେବିଶ୍ବଜନ-ମନ ହେଲା ପ୍ରେମେ ଉଦ୍ବେଳିତ ।ବନାନୀକୁ ଭେଦ କରି ପକ୍ଷୀର କାକଳିମଳୟର ଶିହରଣେ ମୋହି ବିଶ୍ବମନ,ଭାସି ଆସୁଥୁଲା ଯେବେ ଦୂର ନେପଥ୍ୟରୁଉଦାର ଓଁକାର ଧ୍ବନି ମାଙ୍ଗଳିକ ସ୍ବନ ।ସରସୀ ଉରସେ ରାଜେ ବିକଚ କମଳ,ଅଳିକୁଳ କଳନାଦେ କରି ଗୁଞ୍ଜରିତ,ବିନ୍ଦୁ ବିନ୍ଦୁ ନୀହାରର ଅପୂର୍ବ ଛଟାରେନବକିଶଳୟ ଅବା ମୌକ୍ତିକ-ମଣ୍ଡିତ ।ପୁତନୀରା ତଟିନୀର ତରଙ୍ଗିତ ବକ୍ଷେପ୍ରତିବିମ୍ବି ଶୋଭୁଥିଲା ପ୍ରଭାତୀ ତାରକା,ମଲ୍ଲୀ ହେନା ମାଳତୀର ମୃଦୁ ସଉରଭେନଥୁଲା କାହାରି ମନେ ତିଳେ ହେଲେ ଶଙ୍କା ।
Go to Question: